Skip to main content

Carrito de compra

¡Obtienes el tratamiento VIP!

Artículos no disponibles para compra.
Por favor revisa tu carrito. Puedes eliminar los artículos no disponibles ahora o los eliminaremos nosotros automáticamente al momento de pagar.
artículosartículo
artículosartículo

Recomendado para ti

Loading...

Audiolibros de Referencia

Si te gustan los audiolibros de Referencia, seguro que te encanta esta selección.
Mostrando 1 - 5 de 5 resultados
Skip side bar filters
  • Audiolibro

    Chhatrapati Bibekananda

    Completo

    6 hora 52 minutos

    ଶରତ କୁମାର ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ଶକ୍ତିଶାଳୀ ଗଦ୍ୟକାର! ବିଶ୍ୱର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ତତ୍ତ୍ୱକୁ ସେ ଖୁବ ସରଳ ଭାବ ଓ ଭାଷାରେ ଉପସ୍ଥାପନ କରି ଓଡ଼ିଆ ପାଠକଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି! 'ଛତ୍ରପତି ବିବେକାନନ୍ଦ' ପୁସ୍ତକଟି ତାଙ୍କର ଅନ୍ୟତମ ବହୁପଠିତ ପୁସ୍ତକ, ଯେଉଁଥିରେ ସ୍ୱାମୀ ବିବେକାନନ୍ଦଙ୍କୁ ଭାରତବର୍ଷର ଜଣେ ଅଦ୍ଵିତୀୟ ଜନନାୟକ ଭାବେ ଚିତ୍ରିତ କରାଯାଇଛି! କେବଳ ଋଷି ବା ସନ୍ଥ ଭାବେ ତାଙ୍କୁ ସୀମିତ ନରଖି ଆମ ସମାଜର ଉତ୍ଥାନ ପାଇଁ ସେ କିପରି ସମସ୍ତ ଶକ୍ତି ... Leer más

    $159 MXN

  • Audiolibro

    Jean-Paul Sartre

    Completo

    4 hora 20 minutos

    ଗୂଢ ଦର୍ଶନକୁ ସରଳ ଭାଷାରେ ଉପସ୍ଥାପନା କରିବାରେ ଶରତ କୁମାର ମହାନ୍ତି ଜଣେ ଦକ୍ଷ ଗଦ୍ୟକାର! ବିଶ୍ୱର ବଡ଼ବଡ଼ ଦାର୍ଶନିକଙ୍କୁ ଓଡ଼ିଆଙ୍କ ଆଗରେ ଉପସ୍ଥାପନ କରିବାରେ ତାଙ୍କର ସମକକ୍ଷ କେହି ନାହାନ୍ତି! ଏହି କ୍ରମରେ 'ଜାଁ ପଲ୍ ... Leer más

    $159 MXN

  • Audiolibro

    Dui Diganta

    Completo

    4 hora 56 minutos

    2000 ମସିହାରେ ବରିଷ୍ଠ ଲେଖକ ଗୌରହରି ଦାସ ଦ୍ଵିତୀୟ ଥର ପାଇଁ ଆମେରିକା ଯାଇଥିଲେ ଓ ଭାରତ ଫେରିବା ବାଟରେ କିଛିଦିନ ସ୍ୱିଡ଼େନ ଭ୍ରମଣ କରିଥିଲେ। 'ଦୁଇ ଦିଗନ୍ତ' ପୁସ୍ତକଟି ତାଙ୍କର ଏହି ଦୁଇ ଦେଶ ଭ୍ରମଣର ଅନୁଭୂତି। ଆମେରିକା ପୃଥିବୀର ସବୁଠୁ ଶକ୍ତିଶାଳୀ ଦେଶ ହୋଇଥିବାବେଳେ ସୁଇଡେନର ସାଧାରଣ ଜୀବନଯାପନ ପ୍ରଣାଳୀ ସବୁଠାରୁ ଉନ୍ନତ। ଏ ଦେଶରେ କଳା, ସଂଗୀତ, ସାହିତ୍ୟ, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଯେଉଁଭଳି ଗୁରୁତ୍ୱ ପ୍ରଦାନ କରାଯାଏ ତାହା ବାସ୍ତବିକ ଉଲ୍ଲେଖନୀୟ। ଆମେରିକା ଓ ସୁଇଡେନରେ ଲ ... Leer más

    $159 MXN

  • Audiolibro

    Chinha Achinha Chin

    Completo

    6 hora 49 minutos

    'ଚୀନ ରାଇଟର୍ସ ଆସୋସିଏସନ'ର ଆମନ୍ତ୍ରଣ କ୍ରମେ 2002 ଜୁନ-ଜୁଲାଇରେ ଚୀନ ଭ୍ରମଣରେ ଯାଇଥିବା ଦଶଜଣିଆ ଭାରତୀୟ ଲେଖକ ପ୍ରତିନିଧି ଦଳରେ ବିଶିଷ୍ଟ ଲେଖକ ଗୌରହରି ଦାସ ଓଡିଶାରୁ ପ୍ରତିନିଧିତ୍ଵ କରିଥିଲେ। ଚୀନ ରହଣି ସମୟରେ ବେଜିଂ, ସିଆନ, ସେନସୁ, ଲୋୟାଙ୍ଗ ଓ ସାଂଘାଇ ଆଦି ସ୍ଥାନ ଭ୍ରମଣ କରି ଯେଉଁସବୁ ଅନୁଭୂତି ସଂଗ୍ରହ କରିଥିଲେ ସେସବୁର ଉତ୍କଣ୍ଠାପୂର୍ଣ୍ଣ ବର୍ଣ୍ଣନା ରହିଛି 'ଚିହ୍ନା ଅଚିହ୍ନା ଚୀନ' ପୁସ୍ତକରେ। କେବଳ ଅନୁଭୂତି ନୁହେଁ, ଚୀନ ଜାତିର ସାଂସ୍କୃତିକ ଏବଂ ଐତିହାସିକ ବୈଶିଷ୍ଟ୍ୟ ... Leer más

    $149 MXN

  • Audiolibro

    Jagate Thiba Jete Dina

    Narrado por Anitya Mohanty ...

    Completo

    5 hora 5 minutos

    ହସ ଖୁସି ଗମାତ ମଉଜର କଥା କହନ୍ତି ଲେଖକ ମୃଣାଳ! ଯଦିଓ ସେଥିରେ ଥାଏ ସାମାଜିକ ଅବ୍ୟବସ୍ଥା ପ୍ରତି ତୀକ୍ଷ୍ଣ ବ୍ୟଙ୍ଗ! 'ଜଗତେ ଥିବା ଯେତେ ଦିନ' ବହିରେ ଅଛି ସେମିତି କିଛି ଘଟଣା, କଥା ଓ କାହାଣୀ ଯାହା ଆପଣଙ୍କୁ କୁତୁକୁତୁ କରିବ ସତ, ହେଲେ ଶୁଣିଲାବେଳେ ଛାତି ଭିତର ଟିକେ ରୁଗୁରୁଗୁ ବି ହେବ! ଶୁଣି ଦେଖନ୍ତୁ ବିଶିଷ୍ଟ ଉପସ୍ଥାପକ ଅନିତ୍ୟ ମହାନ୍ତିଙ୍କ ମନଛୁଆଁ କଣ୍ଠରେ... ... Leer más

    $159 MXN